ହୀରାକୁଦ: ପୁଣି ୩ ଗେଟ୍‌ ବନ୍ଦ ହେଲା, ୪ ଖୋଲା

ସମ୍ବଲପୁର : ଗୁରୁବାର ସକାଳୁ ହୀରାକୁଦ ବନ୍ଧର ୩ଟି ଗେଟ୍ ବନ୍ଦ କରାଯାଇଛି। ବାମ ପାର୍ଶ୍ବ ସ୍ପିଲୱେ’ର ୩ ଓ ଡାହାଣ ପାର୍ଶ୍ବର ଗୋଟିଏକୁ ମିଶାଇ ମୋଟ ୪ଟି ଗେଟ୍‌ ଖୋଲା ରହିଛି। ଗୁରୁବାର ରାତି ୯ଟା ବେଳକୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୩.୧୯ ଫୁଟ୍‌ ରହିଥିଲା। ସେତିକି ବେଳକୁ ଜଳଭଣ୍ଡାର ମଧ୍ୟକୁ ସେକେଣ୍ଡ ପ୍ରତି ୯୭,୦୦୮ ଘନ ଫୁଟ୍‌ ଜଳ ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୮୫,୯୬୧ … Continue reading ହୀରାକୁଦ: ପୁଣି ୩ ଗେଟ୍‌ ବନ୍ଦ ହେଲା, ୪ ଖୋଲା